ମାହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଚଳିତ ବର୍ଷ ୧୫୦ତମ ଗାନ୍ଧୀଜୟନ୍ତୀ ଦେଶ ତଥା ବିଶ୍ୱବ୍ୟାପୀ ପାଳିତ ହେବାକୁ ଯାଉଥିବା ବେଳେ ଏହାକୁ ଓଡିଶାରେ ବ୍ୟାପକ ଭାବରେ ପାଳନ କରିବା ଉଦେ୍ଦଶ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ସଂଘଠନଗୁଡିକ ଏକତ୍ରିତ ହୋଇଛନ୍ତି ।
ବିଭିନ୍ନ ଗାନ୍ଧୀବାଦୀ, ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ କର୍ମୀ, ଶିକ୍ଷାବିତ, ମହିଳା, ଶତାଧିକ ଯୁବ ଛାତ୍ରମାନଙ୍କୁ ନେଇ ୧୫୦ ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଯାଜପୁର ଜିଲ୍ଲା ଅସନପୁର ପଞ୍ଚାୟତ ରେ BYV ତରଫରୁ ଏକ ମିନି ମାରାଥନ ହେବାକୁ ଯାଉଅଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଆୟୋଜିତ ସୂଚନା ଦେଇଛନ୍ତି।
October 02 ତାରିଖ ମଙ୍ଗଳବାର ଦିନ ସକାଳ ସାଢେ 6 ଟାରେ ନାମ ପଞ୍ଜୀକରଣ କରାଯାଇ 7 ଟାରୁ ମାରାଥନ ଆରମ୍ଭ ହେବ। ଏହି ମାରାଥନ ନନ୍ଦିପୁର ଛକରୁ ଆରମ୍ଭ ହୋଇ ଛତ୍ରପଡା ଛକ ପଯ୍ୟନ୍ତ ଯିବ। ସେଠାରେ ଲୋକଙ୍କୁ ଜନସଚେତନତା ଓଡିଶାରେ ସଂପ୍ରଦାୟ ଓ ଜାତି ମଧ୍ୟରେ ସଦଭାବ , ଶିକ୍ଷା ବ୍ୟବସ୍ଥା
ଗାନ୍ଧୀ ବିଚାର ଆଧାରିତ ସମାଜ ବ୍ୟବସ୍ଥା ସୃଷ୍ଟି କରିବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଅସନପୁର ପଞ୍ଚାୟତ ପାଖରେ ଥିବା ସମସ୍ତ ଜନସାଧାରଣ ଏହାକୁ ପୂର୍ଣ୍ଣ ସହଯୋଗ ଜଣାଇଛନ୍ତି।
ଏପରି କି ସହରର ବିଭିନ୍ନ ଅନୁଷ୍ଠାନ ସହଯୋଗ କରିବାକୁ ଜିଲା ପ୍ରଶାସନକୁ ପ୍ରତିସୃତି ଦେଇଛନ୍ତି।ଏହି ‘ମିନି ମାରାଥନ’ରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ସାମିଲ ହେବାସହ ବହୁ ସଂଖ୍ୟାରେ ସାଧାରଣ ଲୋକ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ମଧ୍ୟ ଭାଗ ନେବେ।
For more details visit http://byvasanpur.blogspot.com/
Register here https://goo.gl/forms/tk6HXTqog6ZnGHdi1
*Please ignore this message if you have already submitted/registered for the event.
Come on Jajpur, here’s your last chance to be a part of the marathon! All you have to do is
#KeepMoving and register for BYV Asanapur Half Marathon on Asanpur.com. Don’t run out of time!

No comments:
Post a Comment